ସପରିବାର ବସିଥିବା କାର୍‌ରେ ନିଆଁ ଲଗାଇ ଜୀବନ ହାରିଲେ ନାଗପୁର ବ୍ୟବସାୟୀ

ନାଗପୁର: ଆର୍ଥିକ ଅନଟନରେ ହନ୍ତସନ୍ତ ହେଉଥିବା ନାଗପୁରର ଜଣେ ବ୍ୟବସାୟୀ ମଙ୍ଗଳବାର ଅପରାହ୍ଣରେ ସପରିବାର ବସିଥିବା କାର୍‌ରେ ନିଆଁ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି। ଜଳନ୍ତା କାର୍‌ରେ ଥିବା ବ୍ୟବସାୟୀଜଣକ ପୋଡ଼ି ହୋଇ ମରିଯାଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ କୌଣସି ମତେ କାର୍‌ରୁ ବାହାରି ଆସିଛନ୍ତି। ଜୀବିତ ‌ଥିଲେ ବି ସେମାନେ ଭୀଷଣ ପୋଡ଼ିଯାଇଛନ୍ତି। ଘଟଣା ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ଜ୍ବଳନ୍ତ କାର୍‌ … Continue reading ସପରିବାର ବସିଥିବା କାର୍‌ରେ ନିଆଁ ଲଗାଇ ଜୀବନ ହାରିଲେ ନାଗପୁର ବ୍ୟବସାୟୀ